ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ଭାରତକୁ ମିଳିଲା ପ୍ରଥମ ରପ୍ତାନି ଅର୍ଡର

ନୂଆଦିଲ୍ଲୀ: ଫିଲିପାଇନ୍‌ସର ପ୍ରତିରକ୍ଷା ମନ୍ତ୍ରାଳୟ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର କିଣିବା ପାଇଁ ଶୁକ୍ରବାର ଦିନ ବ୍ରହ୍ମୋସ୍‌ ଏରୋସ୍ପେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ବିଏପିଏଲ୍‌ ) ସହିତ ୩୭୪ ନିୟୁତ ଡଲାରର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏଥିସହ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ଭାରତ ଏହାର ପ୍ରଥମ ରପ୍ତାନି ଅର୍ଡର ପାଇଛି ବୋଲି ସାମରିକ ଅଧିକାରୀମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତ-ରୁଷର ମିଳିତ ଉଦ୍ୟୋଗ ବିଏପିଏଲ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ ଉତ୍ପାଦନ କରେ। ଯାହାକି … Continue reading ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ପାଇଁ ଭାରତକୁ ମିଳିଲା ପ୍ରଥମ ରପ୍ତାନି ଅର୍ଡର